ନୂତନ ଉପ ଜିଲ୍ଲାପାଳଙ୍କ ଯୋଗଦାନ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଉପଜିଲ୍ଲାପାଳ ଭାବେ ରବିନ୍ଦ୍ର କୁମାର ପ୍ରଧାନ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଏଠାରୁ ବଦଳି ହେବାପରେ ନୂତନ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀ ନାୟକ ବିଭିନ୍ନ ଜିଲ୍ଲାରେ ଦକ୍ଷତାର ସହ କାର୍ଯ୍ୟ କରିଥିବା ଜଣାପଡିଛି ।