ନୂତନ କୋଟ ନିର୍ମାଣ ନେଇ ଦୌରାଜଜଙ୍କ କ୍ଷେତ୍ର ପରିଦର୍ଶନ
ରାଜକନିକା : ରାଜକନିକା ବ୍ଲକରେ ନୂତନ କୋଟ ଗୃହ ନିର୍ମାଣ ବିଳମ୍ବ ହୋଇଥିବାରୁ ସୋମବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ୌରା ଜଜ ଲୁନା ମହାନ୍ତି କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନରେ କନିକା ତହସିଲଦାର ଭାନୁମତୀ ମାଝୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଜୋତ୍ରୀମାୟୀ ଦଳାଇ, ରାଜକନିକା ଥାନା ଅଧିକାରୀ ସଞ୍ଜୟ କୁମାର ମଲିକ ଉପସ୍ଥିତ ରହି ନୂତନ କୋର୍ଟ ଗୃହ ନିର୍ମାଣ ହେବାକୁ ଥିବା କ୍ଷେତ୍ର ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ପ୍ରଶାସନଙ୍କ ସହିତ ଆଲୋଚନା କରିଥିଲେ । ତୁରନ୍ତ ନୂତନ କୋଟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହିତ ଜାଗର ପାଚେରୀ କାର୍ଯ୍ୟ ଶେଷ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।