ପ୍ରାଣୀଧନ ଗଣନା କାର୍ଯ୍ୟକ୍ରମ

ନୂଆପଡା : ନୂଆପଡ଼ା ଜିଲ୍ଲା ବୋଡ଼ନ ବ୍ଲକର ଲର୍କା ଆଉ ରୋକାଲ୍ ଠାରେ ଦେଖିବାକୁ ମିଳିଥିଲା ପ୍ରାଣୀ ଧନ ଗଣନା କାର୍ଯ୍ୟକ୍ରମ  । କାର୍ଯ୍ୟକ୍ରମରେ ବୋଡ଼ନ ବ୍ଲକ ପ୍ରାଣୀ ଚିକିସôାଧିକାରୀଣି ଡା ସସ୍ମିତା ବିଶ୍ୱାଳଙ୍କ ସହିତ ପ୍ରାଣୀ ବିଶେଷଜ୍ଞ କଳ୍ପନା ମଙ୍ଗରାଜ ଓ ଭେକ୍ଷିନେଟର ତପନ ଅଦା ସାମିଲ ଥିଲେ  । ବ୍ଲକର ବିଭିନ୍ନ ସ୍ଥାନରେ ପ୍ରାଣୀ ଧନ ଗଣନା ଚାଲୁଥିବା ବେଳେ ଡ଼ା ସସ୍ମିତା ବିଶ୍ୱାଳ ଲର୍କା,ରୋକାଲ ଓ ତାରାପୁର ଗ୍ରାମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପରିଦର୍ଶନ କରିଥିଲେ  ।