ବରିଷ୍ଠ ନାଗରିକଙ୍କ ପରଲୋକ

 ଯଖପୁରା: ଦାନଗଦୀ ବ୍ଲକ୍ କେନ୍ଦୁଢିପି ଗ୍ରାମର ବରିଷ୍ଠ ନାଗରିକ ନାଭ ବେହେରା (୯୬)ଙ୍କ ପରଲୋକ ଘଟିଛି । ଅନେକ ଦିନରୁ ସେ ରୋଗ ଶଯ୍ୟାରେ ପଡ଼ି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ନାଭ ବେହେରା ଜଣେ ପରୋପକାରୀ ଓ ମିଷ୍ଟଭାଷୀ ଅମାୟୀକ ବ୍ୟକ୍ତି ଥିଲେ । ମୃତୁ୍ୟ ବେଳେ ତାଙ୍କ ନିକଟରେ ପୁଅ ସୁଦର୍ଶନ, ଦୁର୍ଯେ୍ୟାଧନ, ବୋହୂ ନାତି,ନାତୁଣୀ ଓ ବନ୍ଧୁ ପରିଜନ ବର୍ଗ ଥିଲେ । ତାଙ୍କ ମୃତୁ୍ୟରେ ଗ୍ରାମରେଶୋକର ଛାୟା ଖେଳିଯାଇଛି । ଅନେକ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିଥିଲେ ।