ବ୍ୟାସନଗରର ୨୬ ୱାର୍ଡ ବିଜେଡ଼ି ସଭାପତି ଚୟନ

 ବ୍ୟାସନଗର : ବିଜେଡି ପକ୍ଷରୁ ବ୍ୟାସନଗର ପୌରପରିଷଦ ୨୬ ନଂ ୱାର୍ଡ ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବ୍ୟାସନଗର ସଭାପତି ଅମୂଲ୍ୟ ନାୟକ ଘୋଷଣା କରିଥିବା ନାମ ଅନୁଯାୟୀ ୧ ନଂ ୱାର୍ଡ ସଭାପତି ଆଲୋକ ପହିଙ୍କୁ ଚୟନ କରାଯାଇଥିବା ବେଳେ, ୨ନଂ ୱାର୍ଡ଼ରୁ ପ୍ରଭାତ ରାୟ, ୩ ନଂ ୱାର୍ଡ଼ରୁ ସତ୍ୟାନନ୍ଦ ପଣ୍ଡା, ୪ ନଂରୁ ୱାର୍ଡର ଖଗେଶ୍ୱର ଦାସ, ୫ ନଂ ରୁ ପ୍ରଭାତ ରାଉତ, ୬ନଂରୁ ପିୟୁଷ ପରିଡା, ୭ ନଂରୁ ଗୋଲଖ ଚରଣ ବେହେରା, ୮ ନଂରୁ ଅଭମନୁ୍ୟ ପାତ୍ର, ୯ ନଂ ରୁ ମନୋଜ ନାଥ, ୧୦ ନଂ ରୁ ସୁଶାନ୍ତ ମଲିକ, ୧୧ନଂ ଚନ୍ଦ୍ରମଣି ସାହୁ, ୧୨ ନଂରୁ ଗୋପିନାଥ ମହାନ୍ତି, ୧୩ ନଂରୁ ଆନନ୍ଦ ଚକ୍ରବର୍ତି, ୧୪ ନଂରୁ ଗଦାଧର ମହାନ୍ତି, ୧୫ ନଂରୁ କିରଣ ଜେନା, ୧୬ ନଂରୁ ଶରତ ଚନ୍ଦ୍ର ସାମଲ, ୧୭ନଂରୁ ଗୌତମ ସେଠୀ, ୧୮ ନଂରୁ ପ୍ରଦୁ୍ୟମ୍ନ ରାଉତ, ୧୯ନଂରୁ ଧିରେନ୍ଦ୍ର ବେହେରା, ୨୦ ନଂ ରୁ ସେକ୍ ମୋଇନ, ୨୧ ନଂ ରୁ ମହେଶ୍ୱର ଛୋଟରାୟ, ୨୨ ନଂ ରୁ ବଟକୃଷ୍ଣ ବଳ, ୨୩ ନଂ ରୁ ବନମାଳି ରଥ, ୨୪ ନଂ ରୁ ଅନନ୍ତ ଚନ୍ଦ୍ର ଦାସ, ୨୫ ନଂ ରୁ ପଞ୍ଚାନନ ପତି, ୨୬ ନଂରୁ ନିରଞ୍ଜନ ରାଉତଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ନଗର ସଭାପତି ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି । ଚୟନ ୨୬ ୱାର୍ଡ଼ ସଭାପତି ରାଜ୍ୟ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ, ପୂର୍ବତନ ବିଧାୟକ ତଥା ଉପସଭାପତି ପ୍ରଣବ ପ୍ରକାଶ ଦାସ, ଜିଲା ସଭାପତି ସରୋଜ ମହାପାତ୍ର ଏବଂ ନଗର ସଭାପତି ଶ୍ରୀ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।