ମହାପଞ୍ଚକ ବ୍ରତ ପାଇଁ ପ୍ରସ୍ତୁତି ବୈଠକ
।ା ପ୍ରଭାନୁ୍ୟଜ ।ା କବାଟବନ୍ଧ: ଶୁକ୍ରବାର ଧର୍ମଶାଳା ବ୍ଲକ୍ ରେଖିଦେଇପୁର ପଞ୍ଚାୟତ ଭଗବତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମହା ପଞ୍ଚକବ୍ରତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଜୟ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ କିଭଳି ଶାନ୍ତି ଶୁଙ୍ଖଳାର ସହିତ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଧୂମଧାମରେ କାର୍ଯକ୍ରମ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେପବିତ୍ର ମୋହନ ରାଉତ, ଅକ୍ଷୟ କୁମାର ବେହେରା, ଅଭିରାମ ରାଉତ, ଦୁର୍ଯେ୍ୟାଧନ ରାଉତ,ରଙ୍ଗାଧର ଜେନା, ପ୍ରଭାତ ରାଉତ,କୋଦଣ୍ଡଧର ଜେନା, ମାଧବାନନ୍ଦ ରାଉତ, ଫଗୁଚରଣ ମଲ୍ଲ, ବାସୁଦେବ ମଲ୍ଲ, ବାସୁଦେବ ରାଉତ, ଆର୍ତବନ୍ଧୁ ରାଉତ, ବଳରାମ ବଳ, ବିପିନ ମଲ୍ଲ, କୁନା ବଳ, ମଧୁସୂଦନ ମଲ୍ଲ, ଶରତ ସେଠି, ଚିତ୍ରସେନ ନାଥ, ମେଘନାଦ ରାଉତ, ହଗୁରି ରାଉତ, କଳ୍ପତରୁ ବଳଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।