ମୃତକଙ୍କ ପରିବାର ପାଖରେ ପହଞ୍ଚôଲେ ବିଧାୟକ
କବାଟବନ୍ଧ :ଧର୍ମଶାଳା ବ୍ଳକ ମଧୁସୂଦନପୁର ପଂଚାୟତ ବଳଭଦ୍ରପୁର ଗ୍ରାମର ସ୍ୱର୍ଗତ ଭାଗିରଥି ନାୟକଙ୍କର ବିଲରେ କାମ କରିବା ସମୟରେ ବଜ୍ରପାତରେ ମୃତୁ୍ୟ ବରଣ କରିଥିଲେ । ମୃତୁ୍ୟ ଖବର ପାଇ ତାଙ୍କ ବାସଭବନରେ ପହଁଚିଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ମୃତକ ପରିବାର ବର୍ଗଙ୍କୁ ଆର୍ଥôକ ସହାୟତା ପ୍ରଦାନ କରିଥିଲେ