ରଘୁନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ          

 ଜୟପୁର:ଜୟପୁର ପାୱାର ହାଉସ୍ ଛକ,ଠାରେ ସର୍ଗତ ରଘୁନାଥ ପଟନାୟକ ପୂର୍ବତନ ଅର୍ଥ, ଆଇନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ, ଓଡିଶାଙ୍କର ପ୍ରତିମୂର୍ତ୍ତିର ଅନାବରଣ କାର୍ଯ୍ୟକ୍ରମ ଓଡିଶାର ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମାନ୍ୟବର ମନ୍ତ୍ରୀଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ୱାରା ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥୀ ରୂପେ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକା, ସାଂସଦ, କୋରାପୁଟ, ତାରା ପ୍ରସାଦ ବାହିନୀପତି, ବିଧାୟକ, ଜୟପୁର,ରାମଚନ୍ଦ୍ର କାଡାମ, କଂଗ୍ରେସ ବିଧାୟକ ଦଳ ନେତା, ପଟ୍ଟାଙ୍ଗୀ, ରଘୁରାମ ମାଛ, ବିଧାୟକ, କୋରାପୁଟ, ପବିତ୍ର ସାଉନ୍ତା, ବିଧାୟକ, ଲକ୍ଷ୍ମୀପୁର, ରୁପୁ ଭତରା, ବିଧାୟକ, କୋଟପାଡ, ଗୌରୀ ଶଙ୍କର ମାଝୀ, ବିଧାୟକ, ନବରଙ୍ଗପୁର, ପ୍ରଫେସର ଅଦ୍ୟୋତ କୁମାର ପାତ୍ର, ସଭାପତି, ଭକôଳ ସମ୍ମିଳନୀ, ଓଡିଶା,କୀର୍ଷି ଭାସନ, ଜିଲ୍ଲାପାଳ, କୋରାପୁଟ ସୁଶ୍ରୀ ଅକାଭରମ ସାସ୍ୟା ରେଡ୍ଡୀ, ଉପ-ଜିଲ୍ଲାପାଳ, ଜୟପୁର, ଶ୍ରୀଯୁକ୍ତ ନରେନ୍ଦ୍ର ମହାନ୍ତି, ଅଧ୍ୟକ୍ଷ, ଜୟପୁର ପୌରସଂସ୍ଥା, ବି. ସୁନିତା, ଉପାଧ୍ୟକ୍ଷ, ଜୟପୁର ପୌରସଂସ୍ଥା, ଶ୍ରୀଯୁକ୍ତ ସିଦ୍ଧାର୍ଥ ପଟନାୟକ, କାର୍ଯ୍ୟ ନିର୍ବାହୀ ଅଧୁକାରୀ, ଜୟପୁର ପୌରସଂସ୍ଥା, ଶକ୍ତି ମହାପାତ୍ର ବିଡିଅ ଜୟପୁର,ବିଷ୍ଣୁ ଭର୍ଦନ ରେଡ୍ଡୀ, କାଉନସିଲର, ୱାର୍ଡ ନଂ –୨୨, ସୁଷମା ମହାପାତ୍ର, କାଉନସିଲର, ୱାର୍ଡ ନଂ - ୨୧, ସ୍ୱର୍ଗୀୟ ରଘୁନାଥ ପଟ୍ଟନାୟକଙ୍କ ଜ୍ୟେଷ୍ଟ ପୁତ୍ର ବୀରେନ ମୋହନ ପଟ୍ଟନାୟକ, କନିଷ୍ଟ ପୁତ୍ର ଧିରେନ ପଟ୍ଟନାୟକ ଏବଂ ପରିବାରର ସଦସ୍ୟ ମାନେ ଯୋଗଦେଇ ଥିଲେ ।