ଶ୍ରୁତିମୟୀ ବେଷ୍ଟ ଗ୍ରାଜୁଏଟ 

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ମଡେଲ ଡିଗ୍ରୀ କଲେଜରେ ଅଧ୍ୟୟନ କରିଥିବା ଶ୍ରୁତିମୟୀ ବାରିକଙ୍କୁ ଅଷ୍ଟମ ତମ ବାର୍ଷିକ ଉସôବରେ ବେଷ୍ଟ ଗ୍ରାଜୁଏଟ ଇନ ସାଇନ୍ସ ସମ୍ମାନରେ ସମ୍ମାନିତ କରିଛନ୍ତି କଲେଜ କର୍ତ୍ତୃପକ୍ଷ  । କୁମାରୀ ଶ୍ରୁତିମୟୀ ୨୦୨୪ ମସିହାରେ ବିଏସସି ପାସ କଳା ପରେ ବର୍ତ୍ତମାନ ଏମଏସସି ପ୍ରଥମ ବର୍ଷ ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି  । କୁମାରୀ ଶ୍ରୁତିମୟୀ ଚଳାନପଡା ଗ୍ରାମର ପିତାମ୍ବର ବାରିକ ଓ ମାତା ସ୍ୱର୍ଣପ୍ରଭା ବାରିକ ଝିଅ ଅଟନ୍ତି  । କୁମାରୀ ଶ୍ରୁତିମୟୀଙ୍କୁ ବେଷ୍ଟ ଗ୍ରାଜୁଏଟ ଇନ ସାଇନ୍ସ ସମ୍ମାନରେ ସମ୍ମାନିତ ହୋଇ ଥିବାରୁ ଛାତ୍ରଛାତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି  ।