ସତ୍ୟନାରାୟଣଙ୍କ ବାର୍ଷିକ ପୂଜା 

 ପାଣିକୋଇଲି : କୋରେଇ ବ୍ଲକ ଧନପୁର ଗ୍ରାମରେ ସତ୍ୟନାରାୟଣ ମହାପ୍ରଭୁଙ୍କ ବାର୍ଷିକ ପୂଜା ଉସôବ ଅନୁଷ୍ଠିତ ହୋଇଯାଇଛି । କଳସ ଶୋଭାଯାତ୍ରା, ସୂର୍ଯ୍ୟପୂଜା, ଗୋପୂଜା ପରେ ଭଗବତ ଓ ଗୀତାଯଜ୍ଞ ହୋଇଥିଲା । ଅପରାହ୍ନ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂର୍ଣ୍ଣାହୁତି କାର୍ଯ୍ୟ ସଂପର୍ଣ୍ଣ ହୋଇଥିଲା । କର୍ତ୍ତା ଭାବେ ଶ୍ରୀଧର ସ୍ୱାଇଁ, ଶିଶିର ସ୍ୱାଇଁ, ପ୍ରଦୀପ ମାଝୀ ପନôୀ କବିତା, ଅନିଲ ବୋଇତାଇ, ପନôୀ ଶୁଭଶ୍ରୀ, ଶରତ ପାଢ଼ୀ ପନôୀ ସନ୍ଧ୍ୟାରାଣୀ, ଜଗତ ମହାନ୍ତି ପନôୀ ପୂର୍ଣ୍ଣିମା ପ୍ରମୁଖ କାର୍ଯ୍ୟ ନିର୍ବାହୀ କରିଥିଲେ ଯଜ୍ଞର ପୁରୋହିତ ଭାବେ ପ୍ରଦୀପ ପାଢ଼ୀ ଓ ସହଯୋଗୀ ପ୍ରସନ୍ନ ପଣ୍ଡା, ବିଷ୍ଣୁ ଚନ୍ଦ୍ର ଉପାଧ୍ୟାୟ ପ୍ରମୁଖ ୩ଜଣ ପୂଜା ଗୀତାପାଠ, ଯଜ୍ଞକାର୍ଯ୍ୟ ସମାପନ କରିଥିଲେ ।