ସାମ୍ବାଦିକଙ୍କ ଶ୍ରଦ୍ଧାଞ୍ଜଳି ସଭା

 ଯାଜପୁରଟାଉନ : ବରିଷ୍ଠ ସାମ୍ବାଦିକ ତଥା କଂଗ୍ରେସ ନେତା ରବି ନାରାୟଣ ରଣାଙ୍କ ସ୍ମୃତି·ରଣ ସଭା ବାସଭବନ ବାବଲପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବିଷ୍ଣୁ ରାଉତ, ସନ୍ତୋଷ ନନ୍ଦ, ସୁଦିପ କୁମାର କର, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ସମରଜିତ ମହାନ୍ତି ପ୍ରମୁଖ  ଉପସ୍ଥିତ ହୋଇ ସ୍ମୃତି·ରଣ କରିଥିଲେ । ସଭାରେ ଦୁର୍ଯେ୍ୟାଧନ ବେହେରା, ଦିଲ୍ଲୀପ ଦାଶ, ସାମ୍ବାଦିକ ଦୟାନିଧି ନାୟକ, ରାଜିବ ମହାପାତ୍ର, ରାଇଚରଣ ମହାନ୍ତି, ବିଭୂତି ମହାପାତ୍ର, ଅକ୍ଷୟ ଶତପଥି, ସଂଗ୍ରାମ ଜେନା, ନରେଶ ମହାନ୍ତି, ତପନ ମହରଣ୍ୟ ଶର୍ମା, ଅର୍ଜିତ ନାୟକ, କନକ ରାଉତ, ବିଜୟ ମହାପାତ୍ର, ସଂଗ୍ରାମ ସାହାଣୀ, ନକୁଳ ଦେବ ସାହୁ, ଗୁଣମଣି ପାଣିଗ୍ରାହୀ, ବିଦ୍ୟାଧର ବାରିକ, ରଘୁନାଥ ସାହୁ ପ୍ରଭୃତି ଉପସ୍ଥିତ ହୋଇ ସ୍ୱର୍ଗତ ସାମ୍ବାଦିକ ନାରାୟ ରଣାଙ୍କ ଗୁଣାବଳିକୁ ମନେ ପକାଇଥିଲେ ।