ହରିହର ଓଡିଶା କଷ୍ଟମସ୍ ବ୍ରୋକର୍ସ ଆସୋସିଏସନ ସଭାପତି 

 ପାରାଦୀପ : ଓଡ଼ିଶା କଷ୍ଟମସ ବ୍ରୋକର ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି । ୨୦୨୫ ମସିହାରୁ ୨୦୨୮ ମସିହା ପର୍ଯ୍ୟନ୍ତ ଆସୋସିଏସନର ସଭାପତି ଭାବେ ହରିହର ଦାସ ନିର୍ବାଚିତ ହୋଇଥିବା ବେଳେ ଆସୋସିଏସନ୍ ସମ୍ପାଦକ ଭାବେ ବିଶ୍ୱଜିତ୍ ମିଶ୍ର, ଉପ ସଭାପତି ରଞ୍ଜିତ ଶତପଥୀ, ଯୁଗ୍ମ ସମ୍ପାଦକ ଜୟନ୍ତ ଦାସ ଓ କୋଷାଧ୍ୟକ୍ଷ ଭାବେ କଳ୍ପତରୁ ମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି  । ସେହିଭଳି ସଚ୍ଚିଦାନନ୍ଦ ପଟ୍ଟନାୟକ ଆସୋସିଏସନ ଉପଦେଷ୍ଟା ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି ।
ଖଣ୍ଡପଡ଼ା ବ୍ଲକ ପକ୍ଷରୁ ବର୍ଜ୍ୟ ନିଷ୍କାସନ ଗାଡ଼ି ପ୍ରଦାନ