ପୋଷ୍ଟ ମାଷ୍ଟରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 କବାଟବନ୍ଧ: ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଉପଡାକଘର ସିନିୟର ସବ୍ପୋଷ୍ଟ ମାଷ୍ଟର ସୁଶାନ୍ତ କରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପୋଷ୍ଟାଲ ଏଜେଂଟ କାହ୍ନୁ ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରୋଜାଲିନ୍ ବେହେରା, ବିଚିତ୍ରାନନ୍ଦ ନାଥ, ଶଙ୍କର୍ଷଣ ରାଉତ, ସିଲ୍ଲୀ ମଲ୍ଲ, ସୁକାନ୍ତୀ ଚାତା,ର୍ ମଞ୍ଜୁଲତା ସାହୁ, ମୀରା ରାଉତ, ମିଲି ବେହେରା, ଦେବରାଜ ପଣ୍ଡା, ନାଗେଶ୍ୱର ମହାଳିକ, ପ୍ରତାପ କେଶରୀ ପାଲ, ଦିଶ୍ୱଭୂଷଣ ଦାଶ, ସୁଜାତା ନାୟକ, ଅରୁଣ କୁମାର ଦାସ, ଅସୁତୋଶ ମହାନ୍ତି, ସୋମ୍ୟମାଧୁରୀ ତରାଇ, ରମୟା ବାଙ୍କିରା, ଦୁମ୍ବି ଖୁଣ୍ଟିଆ, ଜଗନ ସେଠୀ, ରଶ୍ମିରାଞ୍ଜନ ମୁଣ୍ଡା, ବାଦଲ ପରିଡା ଉପସ୍ଥିତ ରହି କର୍ମ ନିଷ୍ଠା ସମ୍ପର୍କ ଉପରେ ଆଲୋକିପାତ କରିଥିଲେ । ଡାକ ସହାୟକ ସାର୍ଥକ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।