ଭାଇବୋହୂକୁ ଦୁଷ୍କର୍ମ ଉଦ୍ୟମ; ଅଭିଯୁକ୍ତ କୋର୍ଟ ଚାଲାଣ
ପାଣିକୋଇଲି : ଭାଇବୋହୂକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ପାଣିକୋଇଲି ପୁଲିସ ଦେଢଶ୍ୱଶୂରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଶଙ୍ଖଚିଲା ଗୁରୁସାହିର କୁନି ଗୁରୁ ହୋଇଥିବା ବେଳେ ଭାଇ ଭୋହୂ ତଥା ବାସୁଦେବଙ୍କ ସ୍ତ୍ରୀ ବଉଳଙ୍କୁ ବଳାକôାର ଉଦ୍ୟମ କରିଥିଲେ । ଏନେଇ ଅଭିଯୋଗ ପରେ ମାମଲା ରୁଜ୍ଜୁ କରିବା ସହ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।