ଟେବୁଲ୍ ଟେନିସ ପ୍ରତିଯୋଗିତା ପାଇଁ ଭଦ୍ରକ ଜିଲ୍ଲାର ବାଳକ ଦଳ ଘୋଷିତ

ାା ପ୍ରଭାନୁ୍ୟଜ ।ା ଭଦ୍ରକ: କଟକର ବିଜୁପଟ୍ଟନାୟକ  ଷ୍ଟାଡ଼ିୟମ୍ ସେକ୍ଟର ୭ରେ  ଆରମ୍ଭ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ  ପ୍ରତିଯୋଗିତା  ଟି ୬ ନଭେମ୍ୱରରୁ ଆରମ୍ଭ ହୋଇ.୮ ନଭେମ୍ବରରେ ସମାପ୍ତ ହେବ  । ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ତାର ୩ ଜଣ ବାଳକ ଖେଳାଳୀଙ୍କ ନାମ ଘୋଷଣା କରିଛି  । ଏହି ବାଳକ ଦଳକୁ  ଜିଲ୍ଲା ଆଥଲେଟିକ୍  ସଂଘର ସଂପାଦକ ଧିରେନ୍ ପଲାଇ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ରାଜ୍ୟ ସ୍ତରରେ ଭଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି  । ଖେଳାଳୀ ମାନେ ହେଲେ ସୌମ୍ୟ ରଞ୍ଜନ ବେହୁରିଆ, ପ୍ରଖର ନନ୍ଦ ଓ ସ୍ୱାଗତ ରଞ୍ଜନ ନାୟକ ଏହି ଦଳ ସହିତ କୋଚ୍ ଓ ମ୍ୟାନେଜର୍ ଭାବେ ସୂର୍ଯ୍ୟକାନ୍ତ ରାଉଳ ଯାତ୍ରା କରୁଛନ୍ତି  ।