ଦଳ ନିଷ୍ପତ୍ତିକୁ ମାନିବି କହିଲେ ଆରତୀ


କଂଗ୍ରେସ ହେଉଛି ଏକ ଜାତୀୟ ଦଳ । ସେ ଦଳରେ ମୁଁ ଜଣେ କର୍ମୀଭାବେ କାର୍ଯ୍ୟ କରୁଥିଲି । ହେଲେ ଦଳ ମୋ ଉପରେ ବିଶ୍ୱାସ ରଖି ପ୍ରାର୍ଥୀ କରିଥିଲା । ଶୁଣିବାକୁ ପାଉଛି କଂଗ୍ରେସ ଦେବାଶିଷ ନାୟକଙ୍କୁ ବରୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମୋପାଖରେ ସେଭଳି କୈାଣସି ନିଷ୍ପତ୍ତି ପତ୍ର ନାହିଁ କି ହସ୍ତଗତ ହୋଇନି । ଯଦି ଏହା ଠିକ ତେବେ ମୁଁ ଦଳର ନିଷ୍ପତ୍ତିକୁ ମାନି ନେବି ବୋଲି କହିଥିଲେ ଆରତୀ ଦେଓ ।