ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସହାୟତା 

 ଧର୍ମଶାଳା: ଏହି ବ୍ଳକ ବଡ଼ମଙ୍ଗଳପୁର ଗ୍ରାମର ଖବର କାଗଜ ବିତରକ ରାମଚନ୍ଦ୍ର ମହାନ୍ତି ପକ୍ଷାଘାତର ଶୀକାର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଖବରପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିଦେ୍ର୍ଦଶ କ୍ରମେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଦସ୍ୟମାନେ ତାଙ୍କ ଘରେ ପହଁଚି ଆର୍ଥôକ ସହାୟତା ପ୍ରଦାନ କରିବା ସହିତଆଶୁ ଆରୋଗ୍ୟ କାମନା କରିଥିଲେ । ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ରାଜେଶ ପାଳ, ସୋମ୍ୟ ରଞ୍ଜନ ଘଟୁଆରି, ମଙ୍ଗଳପୁର ଗ୍ରାମର ମଦନ ମୋହନ ନାୟକ, ପରମେଶ୍ୱର ପଣ୍ଡା, ଅଶୋକ ସାହୁ, ଅଜୟ ନାୟକ କାଳି ପ୍ରସନ ସାହୁ. ଦେବାଶିଷ ଖୁଂଟିିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।