କବୀତାରାଣୀଙ୍କୁ ଆଦର୍ଶ ଶିକ୍ଷୟିତ୍ରୀ ସମ୍ମାନ

 ଆନନ୍ଦପୁର: ପାତାଳସୁଣୀ ସରକାରୀ ଉପ୍ରା ବିଦ୍ୟାଳୟର ଶିକ୍ଷୟତ୍ରୀ କବୀତା ରାଣୀ ଦୀକ୍ଷିତଙ୍କୁ ଆଦର୍ଶ ଶିକ୍ଷୟତ୍ରୀ ସମ୍ନାନରେ ସମ୍ମାନୀତ କରାଯାଇଛି । ଆନନ୍ଦପୁର ପ୍ରେସ ପରିଷଦର ଦ୍ୱିତୀୟ ବାର୍ଷିକୋତ୍ସବରେ କବୀତାଙ୍କୁ ଏହି ସମ୍ମାନ ମିଳିଥିବା ବେଳେ ଅତିଥି ଉଚ୍ଚ ଶିକ୍ଷା ବିଭାଗର ପ୍ରାକ୍ତନ ନିର୍ଦେର୍ଶକ ଡ. ରଙ୍ଗାଧର ମିଶ୍ର, ରାଜ୍ୟ କଳିଙ୍ଗ ପେସାଦାର ସଂଘ ସଭାପତି ରାଜ କିଶୋର ସ୍ୱାଇଁ, ଆନନ୍ଦପୁର ପୌର ପରିଷଦ ପ୍ରାକ୍ତନ ଅଧକ୍ଷ୍ୟ ରାମଚନ୍ଦ୍ର ସାହୁ ଏବଂ ରୋଟାରୀଆନ ସୁମିତ୍ରା ମିଶ୍ର ପ୍ରମୁଖ ତାଙ୍କୁ ମାନପତ୍ର, ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରିଥିଲେ ।