"କାନେ୍ଦନା ଲୁହ ସରିଯିବ’ ନାଟକ ପରିବେଷଣ
କୁଆଖିଆ: କୁଆଖିଆ ଲକ୍ଷ୍ମୀନାରାୟଣ ପୂଜା ଅବସରରେ ନାଟକ ଉସôବର ଦିତୀୟ ଦିବସରେ ମା'ଲକ୍ଷ୍ମୀ ନାଟ୍ୟ ସଂସଦ ଚଣ୍ଡିପୁର ଦ୍ୱାରା କାନେ୍ଦନା ଲୁହ ସରିଯିବ ନାଟକ ପରିବେଶଣ ହୋଇଥିଲା । ନାଟ୍ୟକାର ଦୀପକ ଜେନାଙ୍କ ରଚିତ, ସଙ୍ଗୀତ-ପୀତବାସ କର ଏବଂ ଅରୁଣ କୁମାର ରାଉତଙ୍କ ନିଦେ୍ର୍ଦଶିତ ଏହି ନାଟକ ଖୁବ୍ ହୃଦୟସ୍ପର୍ଶୀ ହୋଇଥିବା ବେଳେ, ଏଥିରେ ଗ୍ରାମର ଯୁବ କଳାକାର ବାପୁନୀ, ବୁବୁ, ଚିନ୍ମୟ, ବଂଟି, ଅରୁଣ, ରାଜା, ଲିପୁ, ଭାଗ୍ୟ, ଅଭିନୟ ନିଖୁଣ ହୋଇଥିଲା । ଏଥିସହିତ ନାରୀ ଚରିତ୍ରରେ ରେଣୁ, ରିଙ୍କି, ତନୁ, କୁନିଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମୁଗ୍ଧ କରି ଥିବା ଦେଖା ଯାଇଥିଲ । କାର୍ଯ୍ୟକ୍ରମକୁ ସାଧୁଚରଣ ସାହୁ, ଅଲେଖ ଚନ୍ଦ୍ର ସାହୁ, ବିନୋଦ ରାଉତ ଓ କମିଟିର କର୍ମକର୍ତା ପରିଚାଳନାରେ ସହଯୋଗ କରିଥିଲେ ।