ଗଣେଶ ପ୍ରସାଦ ପଣ୍ଡାଙ୍କ ସ୍ମୁତିଚାରଣ ସଭା
ବନ୍ତ : ଛୟାଳ ସିଂହ ଗ୍ରାମର ସ୍ୱର୍ଗତ ଗଣେଶ ପ୍ରସାଦ ପଣ୍ଡାଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଶିକ୍ଷାବିତ ଜଗନ୍ନାଥ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରାକ୍ତନ ମନ୍ତୀ ପ୍ରଫୁଲ୍ଲ ସାମଲ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବିଜେପି ପ୍ରାକ୍ତନ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼ାଇ, ବିଜେପିନେତା ପ୍ରଦୀପ୍ତ ବିଶ୍ୱାଳ, ଖଗେଶ୍ୱର ବେହେରା, ଶିକ୍ଷାବିତ ଖଗେଶ୍ୱର ପଣ୍ଡା, ଗୋବିନ୍ଦଚନ୍ଦ୍ର ବାରିକ, ଚତୁଭୁଜ ପହି, ନାରାୟଣ ଲେଙ୍କା, ଅଲେଖଚନ୍ଦ୍ର ନାୟକ, ରମାକାନ୍ତ ରାଉତ, ଅଜୟ ପୃଷ୍ଟି, ପଦ୍ମନାଭ ରାଉତ, କମଳାକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ରସାହୁ, ବାବାଜୀ ଚରଣ ଦଳେଇ, ଭାସ୍କରଚନ୍ଦ୍ରପାଢ଼ୀ, ଶ୍ରୀକାନ୍ତପଣ୍ଡା, ଅଭୟ ପଣ୍ଡା, ରାଜକିଶୋର ସ୍ୱାଇଁ, ଯଶୋବନ୍ତ ବେହେରା, ନବକିଶୋର ଲେଙ୍କା, ସୁବାଷଚନ୍ଦ୍ର ପଣ୍ଡା,ଭରତଚନ୍ଦ୍ରଓଝା, ଜୟନ୍ତୀ ସାହୁ, ରାଜଶ୍ରୀ ନାୟକ, ଅନିମା ଦାସ, ଆନନ୍ଦଚନ୍ଦ୍ର ରାଉତ, ଅନିଲ ନାୟକ, ପ୍ରଫୁଲ୍ଲ ରାଉତ, ସଞ୍ଜୀବ ଦାସ, ମାର୍କଣ୍ଡ ଚରଣ ନାୟକ, ରମାକାନ୍ତ ଜେନା, ଖଗେଶ୍ୱର ପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଗଣେଶ ପ୍ରସାଦ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଅତିଥି ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦୁର୍ଗାଚରଣ ପଣ୍ଡା, ରମାକାନ୍ତ ପଣ୍ଡା, ଶଶୀକାନ୍ତ ପଣ୍ଡା, ନିଶିକାନ୍ତ ପଣ୍ଡା, ଜୟନ୍ତ ପଣ୍ଡା, ମୁକ୍ତିକାନ୍ତ ପଣ୍ଡା ସମେତ ସମସ୍ତ ପରିବାର ବର୍ଗ ସହଯୋଗ କରିଥିଲେ ।