ସମୁଦ୍ରରେ ବୁଡ଼ି ଯୁବକ ମୃତ

ପୁରୀ : ପୁରୀ ସମୁଦ୍ରରେ ବୁଡ଼ି ଯୁବକ ମୃତ୍ୟୁ । ପୁରୀ ବୁଲିବାକୁ ଆସି ସମୁଦ୍ରରେ ଗାଧଉ ଥିବା ସମୟରେ ଘଟିଛି ଅଘଟଣ । ଜଣକର ମୃତ୍ୟୁ ଘଟିଥିବା ସମୟରେ ଅନ୍ୟ ଜଣେ ନଖୋଜ ଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ଭଦ୍ରକ ତିହିଡ଼ି ଅଞ୍ଚଳର ଦୀନେଶ ବାରିକ ଏବଂ ନିଖୋଜ ଥିବା ବ୍ୟକ୍ତି ସବ୍ୟସାଚୀ ମହାନ୍ତି ।