ଅଧ୍ୟାପିକା ଅସଦାଚରଣ ମାମଲା : ତଦନ୍ତ କେଲ ଆଞ୍ଚଳିକ ଶିକ୍ଷା ନିଦେ୍ର୍ଦଶକ
ଯାଜପୁର : ନଅବର୍ଷ ତଳେ କୋରେଇ କାହ୍ନୁଚରଣ ଉଚ୍ଚ-ମାଧ୍ୟମିକ ବିଦ୍ୟାଳୟ କୋରେଇର ଅଧ୍ୟାପିକା ଅସଦାଚରଣ ମାମଲାରେ ଦେଖିବାକୁ ମିଳିଛି ନୂଆମୋଡ । ସୋମବାର ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିଦେ୍ର୍ଦର୍ଶକ କଲେଜରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପୂବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ନିଦେ୍ର୍ଦର୍ଶକ ରଣଜିତ୍ ପ୍ରଧାନ ପୂର୍ବାହ୍ନ ୧୦ଟାରେ ଡିଗ୍ରୀ କଲେଜ କାର୍ଯ୍ୟାଳୟେର ପହଞ୍ଚି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲି ପ୍ରିୟଦଶର୍ନୀ ସହ ମିଶି ମିଳିତ ତଦନ୍ତ ଆରମ୍ଭ କରିଥେôଲ । ପ୍ରଥେମ ଅଭିଯୋଗକାରିଣୀ ଗଣିତ ଅଧ୍ୟାପିକା ଉମା ମହାନ୍ତି ଏବଂ ଏହା ପରେ ପୂବର୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତିଙ୍କୁ ଘଟଣା ସମ୍ପକର୍ରେ ପଚରାଉଚରା କରିଥେôଲ । ଅନ୍ୟମାନଙ୍କ ମଧ୍ୟରେ +୨ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ସ୍ମୃତିରଞ୍ଜନ ରାୟ, ଅଧ୍ୟାପକ ବିରଂଚି ନାରାୟଣ ଦାସ, ପ୍ରଶାନ୍ତ କୁମାର ଦ୍ୱିବେଦୀ, ରଞ୍ଜନ କୁମାର ସାହୁ, ଅରୁଣ କୁମାର ସ୍ୱାଇଁ ଏବଂ କ୍ରୀଡା ଶିକ୍ଷକ ମନ୍ମଥ କୁମାର ଜେନାଙ୍କୁ ଅଧ୍ୟାପିକା ଆଣିଥିବା ଅଭେିଯାଗ ସମ୍ପକର୍ରେ ଉଭୟ ତଦନ୍ତକାରୀ ଅଧିକାରୀ ପଚାରି ବୁଝିଥେôଲ । ଏଠୋର ସୂଚନାଯୋଗ୍ୟ ୨୦୧୬ ମସିହୋର ଗଣିତ ଅଧ୍ୟାପିକା ଉମା ମହାନ୍ତି କେଲଜ ପିକନିକ୍ ଯିବା ସମୟେର ତକôାଳୀନ ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତି ବସ୍େର ଅସଦାଚରଣ କରିଥିବା କଥା ଅଭେିଯାଗ କରିଥେôଲ । ଏହାକୁ ନେଇ ସେତେବେଳ ଥାନାରେ କେଶ୍ ନଂ ୨୦/ ୨୦୧େ୬ର ଏକ ମାମଲା ରୁଜୁ ହୋଇଥିଲା । ନ୍ୟାୟ ପାଇଁ ଅଧ୍ୟାପିକା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁôନ ମଧ୍ୟ ଅନଶନ ଦେଇଥେôଲ । ଏପରିକି ସତ୍ୟ ଜାଣିବା ପାଇଁ କୋରେଇ ପୁଲିସ କିଛି ଅଧ୍ୟାପକ ଓ କମର୍ଚାରୀଙ୍କ ପଲିଗ୍ରାଫ୍ ଟେଷ୍ଟ କରିଥିଲା । େତେବ ଘଟଣା ଘଟିବାର ୯ ବର୍ଷ ପରେ ଉଚ୍ଚଶିକ୍ଷା ବିଭାଗର ଏଭଳି ତତ୍ପରତାକୁ ନେଇ ପୁଣିଥେର ପରିସର ଉଷ୍ମ ହୋଇଉଠିଛି ।