ରାଜ୍ୟର ୬ ସହରରେ ଗଡ଼ିବ ଇଭି ବସ୍‌  

ରାଜ୍ୟର ୬ ସହରରେ ଗଡ଼ିବ ଇଭି ବସ୍‌  

ଭୁବନେଶ୍ୱର : ଆଗାମୀ ଦିନରେ ରାଜ୍ୟର ୬ ସହରରେ ଗଡ଼ିବ ଇଭି ବସ୍‌ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ଏବେ ରାଜ୍ୟରେ ୬୭୦ଟି ବସ୍‌ ଚାଲିଛି, ସେ ମଧ୍ୟରୁ ୨୨୦ଟି ଇଭି ବସ୍‌ । ଏବେ ୧୧୩ ଟି ରୁଟ୍‌ରେ ୧୩୯୯ କିମି ବସ ଚାଲୁଛି । ଆଗକୁ ଯେଉଁଠି ଆବଶ୍ୟକତା ଅଛି, ସେହି ସହରରେ ବସ୍‌ ଚାଲିବ । ଅନଲାଇନ ଟିକେଟରେ ରିହାତି ପାଇଁ ୩୫ ପ୍ରତଶତ ଟିକେଟ ଆଦୟ ରାଶି ବଢ଼ିଛି ।